କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବାର ବିକଳ ଚିତ୍ର: ଅଧା ଷ୍ଟାଫ୍‌ ନର୍ସ ପଦ ଖାଲି, ୫୫୭ ଶଯ୍ୟା ପାଇଁ ଅଛନ୍ତି ୮୨

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅଧା ଷ୍ଟାଫ୍ ନର୍ସ ପଦବି ଖାଲି ପଡ଼ିଛି। ୫୫୭ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଅଛନ୍ତି ମାତ୍ର ୮୨ଜଣ ଷ୍ଟାଫ୍ ନର୍ସ। ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ଏକ ଉନ୍ନତମାନର ହସ୍ପିଟାଲରେ ପରିଣତ କରିବା ପାଇଁ ଯୋଜନା କରୁଛନ୍ତି। ଗତବର୍ଷ ଗାନ୍ଧୀ ଜୟନ୍ତୀରୁ କ୍ୟାପିଟାଲ ହସ୍ପିଟାଲରେ ‘ମୋ ସରକାର’ ଯୋଜନା ଆରମ୍ଭ ହୋଇଛି। ଗୋଟିଏ ପରେ ଗୋଟିଏ ନୂଆ ବିଭାଗ ହସ୍ପିଟାଲରେ ଖୋଲା ଯାଉଛି। ମାତ୍ର ଷ୍ଟାଫ୍ ନର୍ସ … Continue reading କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବାର ବିକଳ ଚିତ୍ର: ଅଧା ଷ୍ଟାଫ୍‌ ନର୍ସ ପଦ ଖାଲି, ୫୫୭ ଶଯ୍ୟା ପାଇଁ ଅଛନ୍ତି ୮୨